କରୋନା ବଦଳାଇଲା ନକ୍ସଲ ଇଲାକା ଚିତ୍ର: ଝଟକୁଛି ନକ୍ସଲ ଉପଦ୍ରୁତ ଅଞ୍ଚଳ

ରାଉରକେଲା : ବର୍ଷ ବର୍ଷ ଧରି ନକ୍ସଲଙ୍କ ଗୁଳି, ବୋମା, ଗ୍ରେନେଡ୍‌ ମାଡର ଛାତିଥରା ଶବ୍ଦରେ ଆତଙ୍କିତ ସୀମାନ୍ତ ଅଞ୍ଚଳବାସୀଙ୍କ ମୁହଁରେ ଫୁଟିଛି ହସ। ସଞ୍ଜ ନଇଁଲେ ଯେଉଁମାନେ ଘରେ ତାଟି କବାଟ ପକାଇ ଦେଉଥିଲେ। ସେମାନେ ଏବେ ରାତି ପର୍ଯ୍ୟନ୍ତ ନିର୍ଭୟରେ ବୁଲି ପାରୁଛନ୍ତି। ଯେଉଁ ଗାଁରେ ବିକାଶ ପାଦ ଚିହ୍ନର ପଡି ନଥିଲା। ସେହିସବୁ ଗାଁରେ ବିକାଶ ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛି। ନିରୀହ … Continue reading କରୋନା ବଦଳାଇଲା ନକ୍ସଲ ଇଲାକା ଚିତ୍ର: ଝଟକୁଛି ନକ୍ସଲ ଉପଦ୍ରୁତ ଅଞ୍ଚଳ